ମରସୁମୀ
ଦେଖଣା
ମରସୁମୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ମୋସମ୍=ଋତୁ)
[ସମ୍ପାଦନା]- ୧. ମୌସୁମୀ; ମର୍ମୂସ୍; ଋତୁ —୧. Weather; season.
- ୨. ସୁଯୋଗ —୨. Suitable opportunity.
ବୈଦେଶିକ - ବିଶେଷଣ -
[ସମ୍ପାଦନା]ଋତୁକାଳୀନ —Happening in a particular weather or reason; seasonable; monsoonic.
(ଯଥା—ମରସୁମୀ ବାୟୂ, ମରସୁମୀ ବୃଷ୍ଟି)